ଅରୁଣଉଦୟ Aruṇaudaya
- ଦେ. ବି (ସଂ. ଅରୁଣୋଦୟ) — ସୂର୍ଯ୍ୟୋଦୟର ପ୍ରାକ୍କାଳ; ବଡ଼ିଭୋର୍ — Break of day; dawn
- ଦେ. ବି (ସଂ. ଅରୁଣୋଦୟ) — ବିରାଟଦେଶସ୍ଥ ପର୍ବତବିଶେଷ — Name of a mountain
- ଦେ. ବି (ସଂ. ଅରୁଣୋଦୟ) — ଅରୁଣଉଦୟ ବୋଲି ଏକଇ ପର୍ବତ କୀଚକର ଭୟେ ତହିଁ ଲୁଚିଛି ତ୍ରିଗର୍ତ୍ତ। ସାରଳା. ମହାଭାରତ, ଉଦ୍ଯୋଗ।