ଅରୁଗୁଆଁ Aruguāñ
- ଦେ. ବି — ଖଜୁରିଜାତୀୟ ବନ୍ୟ ବୃକ୍ଷବିଶେଷ — A wild tree; Cycas Circinallis (Haines)
- ଦେ. ବି — [ଦ୍ର—ଏ ଗଛ 6 ଫୁଟ ଠାରୁ 15 ଫୁଟ ପର୍ଯ୍ୟନ୍ତ ଡେଙ୍ଗାରେ ବଢ଼େ। ଏଥିର କୋଳି ଖଜୁରି କୋଳିପରି ପେନ୍ଥା ପେନ୍ଥା ଫଳେ; କିନ୍ତୁ ଲମ୍ବାଳିଆ ନ ହୋଇ ଗୋଟାଳିଆ; ଲୋକେ ଏ କୋଳିକୁ ଶୁଖାଇ ତା ଭିତର ଶସକୁ ଖୋଳି ନାସଦାନୀ କରନ୍ତି। ଗରିବ ଲୋକେ ଏ କୋଳିକୁ ଛେଚି ଖୋଳପାକୁ ବାହାର କରି ଭିତରର ଶସକୁ ଶୁଖାଇ, କୁଟି, ଚୂନାକରି ପିଠା ଓ ଯାଉ କରି ଖାଆନ୍ତି। ଏହାର ପତ୍ର ବା ଡାଳ 5 ଠାରୁ 9 ଫୁଟ ପର୍ଯ୍ୟନ୍ତ ବଢ଼େ।] — [ଦ୍ର—ଏ ଗଛ6ଫୁଟ ଠାରୁ15ଫୁଟ ପର୍ଯ୍ୟନ୍ତ ଡେଙ୍ଗାରେ ବଢ଼େ ଏଥିର କୋଳି ଖଜୁରି କୋଳିପରି ପେନ୍ଥା ପେନ୍ଥା ଫଳେ; କିନ୍ତୁ ଲମ୍ବାଳିଆ ନ ହୋଇ ଗୋଟାଳିଆ; ଲୋକେ ଏ କୋଳିକୁ ଶୁଖାଇ ତା ଭିତର ଶସକୁ ଖୋଳି ନାସଦାନୀ କରନ୍ତି ଗରିବ ଲୋକେ ଏ କୋଳିକୁ ଛେଚି ଖୋଳପାକୁ ବାହାର କରି ଭିତରର ଶସକୁ ଶୁଖାଇ, କୁଟି, ଚୂନାକରି ପିଠା ଓ ଯାଉ କରି ଖାଆନ୍ତି ଏହାର ପତ୍ର ବା ଡାଳ5ଠାରୁ9ଫୁଟ ପର୍ଯ୍ୟନ୍ତ ବଢ଼େ]