ଅରୁଆପଖିଆ Aruāpakhiā

  • ଦେ. ବିଣ. — ଉଆପଖିଆ; ଧାନକୁ ସିଝିବା ପର୍ଯ୍ୟନ୍ତ ନିଆଁରେ ନ ଉଷାଇଁ କେବଳ ପାଣି ଗରମ ହୋଇ ବାମ୍ପ ବାହାରିବା ପର୍ଯ୍ୟନ୍ତ ଚୁଲି ଉପରେ ରଖି ତା ପରେ ତାକୁ ଓହ୍ଲାଇ ଆଣି ଖରାରେ ଶୁଖାଇ କୁଟି ତିଆର କରାଯିବା (ଚାଉଳ) — (rice) Prepared from paddy which has been nominally boiled by being immersed in hot water but not in boiling water