ଅରୁଆଖିଆ Aruākhiā

  • ଦେ. ବି. — ଅରୁଆ ଚାଉଳର ଭାତ ଭୋଜନ — The eating of boiled aruā rice
  • ଦେ. ବି. — (ଯଥା—ଅରୁଆଖିଆ ମୋ ଦିହରେ ଚଳିଲା ନାହିଁ।)
  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଯେଉଁ ଲୋକ ଅରୁଆ ଚାଉଳର ଅନ୍ନ ଖାଏ — Accustomed to eat aruā rice
  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଓରାଖିଆ; ଯେଉଁ ନଡ଼ିଆର ଭିତର ଶସଯାକ ରୋଗ ଦ୍ୱାରା ବିକୃତ ଓ ନୀରସ ହୋଇଥାଏ — (cocoanut) The pulp of which has been damaged and made sapless