ଅରୁଂଷିକା Aruṃshikā

  • ସଂ. ବି — କ୍ଷୁଦ୍ର ରୋଗବିଶେଷ; (କଫ ଓ ରକ୍ତର ବିକାରରୁ ବା କୃମିଙ୍କ ପ୍ରକୋପରୁ ଏ ରୋଗରେ ମୁଣ୍ଡଯାକ ଗୁଡ଼ାଏ ବଥ ବାହାରିଯାଏ); ବଡ଼ା ରୋଗ (ହିନ୍ଦି. ଶବ୍ଦସାଗର) — A kind of skin disease with eruptions on the head