ଅରିତ୍ର Aritra

  • ସଂ. ବି. (ଋ ଧାତୁ=ଗମନ କରିବା; ଗତି କରିବା+କରଣ ଇତ୍ର; ଯାହା ସାହାଯ୍ୟରେ ନୌକା ଗତି କରେ) — ନୌକାଚାଳନାଦଣ୍ଡ; କାତ — The pole used in propelling boats
  • ସଂ. ବି. (ଋ ଧାତୁ=ଗମନ କରିବା; ଗତି କରିବା+କରଣ ଇତ୍ର; ଯାହା ସାହାଯ୍ୟରେ ନୌକା ଗତି କରେ) — କ୍ଷେପଣୀ; ଆହୁଲା — Oar
  • ସଂ. ବି. (ଋ ଧାତୁ=ଗମନ କରିବା; ଗତି କରିବା+କରଣ ଇତ୍ର; ଯାହା ସାହାଯ୍ୟରେ ନୌକା ଗତି କରେ) — ନୌକାର ମଙ୍ଗଧରା — Rudder; helm
  • ସଂ. ବି. (ଋ ଧାତୁ=ଗମନ କରିବା; ଗତି କରିବା+କରଣ ଇତ୍ର; ଯାହା ସାହାଯ୍ୟରେ ନୌକା ଗତି କରେ) — ପାଣିର ଗଭୀରତା କଣ୍ଟିବାର ଡୋରି (ହିନ୍ଦି. ଶବ୍ଦସାଗର) — A string or tape for fathoming water
  • ସଂ. ବି. (ଋ ଧାତୁ=ଗମନ କରିବା; ଗତି କରିବା+କରଣ ଇତ୍ର; ଯାହା ସାହାଯ୍ୟରେ ନୌକା ଗତି କରେ) — ରଥର ଆଗ ଚକ — The front wheel of a car
  • ସଂ. ବି. (ଋ ଧାତୁ=ଗମନ କରିବା; ଗତି କରିବା+କରଣ ଇତ୍ର; ଯାହା ସାହାଯ୍ୟରେ ନୌକା ଗତି କରେ) — ଲଙ୍ଗର — Anchor
  • ସଂ. ବି. (ଋ ଧାତୁ=ଗମନ କରିବା; ଗତି କରିବା+କରଣ ଇତ୍ର; ଯାହା ସାହାଯ୍ୟରେ ନୌକା ଗତି କରେ) — (ହିନ୍ଦି. ଶବ୍ଦସାଗର)