ଅରାଳା Arāḻā

  • ସଂ. ବିଣ. ସ୍ତ୍ରୀ. (ଅରାଳ+ସ୍ତ୍ରୀ. ଅ) — ଅରାଳର ସ୍ତ୍ରୀଲିଙ୍ଗ — Feminine of Arāḻa
  • ସଂ. ବି. ସ୍ତ୍ରୀ — ନମ୍ରସ୍ୱଭାବ ସ୍ତ୍ରୀ — A mild natured lady
  • ସଂ. ବି. ସ୍ତ୍ରୀ — କୁଳଟା — An adulteress; a woman of loose character
  • ସଂ. ବି. ସ୍ତ୍ରୀ — ବେଶ୍ୟା — A prostitute