ଅରାଫୁଟିବା Arāphuṭibā

  • ପ୍ରାଦେ. (ଗଡ଼ଜାତି) କ୍ରି. (ସଂ. ଆରତ୍=ନିକଟରେ) — ନିକଟରେ ଆସି ପହଞ୍ଚିବା — To reach the vicinity of a place; to approach
  • ପ୍ରାଦେ. (ଗଡ଼ଜାତି) କ୍ରି. (ସଂ. ଆରତ୍=ନିକଟରେ) — ଅରା ଫୁଟିଲେ ବରଗି ମଣିମା। କେତେ ଫଉଜ କି ଅବା ଗଣିମା। ବ୍ରଜନାଥ ସମରତରଙ୍ଗ।