ଅରାଜତ୍ୱ Arājatwa

  • ଦେ. ବି. (ସଂ. ଅରାଜକତା) — ଅରାଜକତା (ଦେଖ) — Arājakatā (See)
  • ଦେ. ବି. (ସଂ. ଅରାଜକତା) — ଚଉର ଭୟ ଅରାଜତ୍ୱେ ଭବିଷ୍ୟ ଯଜ୍ଞର ଆୟତ୍ତେ। କ୍ଷrଣ ବିରୋଧ ଦେଖି ମୁହିଁ ଭକ୍ଷିଲି ଧେନରୂପ ହୋଇ— ଜଗନ୍ନାଥ. ଭାଗବତ. 4 ର୍ଥ। — ଚଉର ଭୟ ଅରାଜତ୍ୱେ ଭବିଷ୍ୟ ଯଜ୍ଞର ଆୟତ୍ତେ କ୍ଷrଣ ବିରୋଧ ଦେଖି ମୁହିଁ ଭକ୍ଷିଲି ଧେନରୂପ ହୋଇ— ଜଗନ୍ନାଥ. ଭାଗବତ.4ର୍ଥ