ଅରାଜକପୁରୀ Arājakapurī

  • ଦେ. ବି. (ସଂ. ଅରାଜକ+ପୁରୀ) — ଅରାଜକ ଦେଶ — A kingless country
  • ଦେ. ବି. (ସଂ. ଅରାଜକ+ପୁରୀ) — ଯେଉଁ ସ୍ଥାନରେ ସୁବିଚାର ନ ଥାଏ; ଅବୁଝାମଣା ରାଜ୍ୟ — A place where people do not get justice