ଅରସିକ Arasika

  • ସଂ. ବିଣ. ପୁ. (ଅ+ରସିକ) — ଯେ ରସିକ ବା ରସଜ୍ଞ ନୁହେଁ; ଅରସଜ୍ଞ — Incapable of appreciating
  • ସଂ. ବିଣ. ପୁ. (ଅ+ରସିକ) — ବଦରସିକ; ବେରସିକ — Devoid of good taste