ଅରବିନ୍ଦ Arabinda
- ଦେ. ବି. ଜଳ; ପାଣି — water
- ଦେ. ବି. ଝର ପ୍ରାୟେ ଦିଶୁଅଛି ନୋହେ ଅରବିନ୍ଦ ସୁଧା ପ୍ରାୟ ଦିଶେ ନୋହେ ସୁଧା ମକରନ୍ଦ। ପ୍ରାଚୀ—ବ୍ରହ୍ମନିରୂପଣଗୀତା।
- ଦେ. ବି. ଦେଶବିଦେଶ — Name of a country
- ଦେ. ବି. ସୁବର୍ଣ୍ଣରେଖା ନଦୀର ଉତ୍ତର ଦିଗରେ ଅରବିନ୍ଦରାଜ୍ୟ ବୋଲି ବିଖ୍ଯାତ ସଂସାରେ। ସାରଳାମହାଭାରତ. ଦ୍ରୋଣ।