ଅରଣ୍ୟବାସ Araṇyabāsa

  • ସଂ. ବି. ( 7 ମୀ ତତ୍; ଅରଣ୍ୟ+ବାସ) — ବନବାସ; ବଣରେ ରହିବା — Residence in the forest
  • ସଂ. ବି. ( 7 ମୀ ତତ୍; ଅରଣ୍ୟ+ବାସ) — ବଣରେ ଥିବା ଆଶ୍ରମ; ବନ୍ୟନିବାସ — A sylvan retreat; hermitage