ଅରଣ୍ୟଚର Araṇyachara

  • ସଂ. ବିଣ. ପୁଂ (ଅରଣ୍ୟ+ଚର ଧାତୁ+କର୍ତ୍ତୃ. ଅ) — ବନଚର — Wandering in the forest
  • ସଂ. ବିଣ. ପୁଂ (ଅରଣ୍ୟ+ଚର ଧାତୁ+କର୍ତ୍ତୃ. ଅ) — ଯେ ବଣରେ ରହେ — 2. Living in the forest
  • ସଂ. ବିଣ. ପୁଂ (ଅରଣ୍ୟ+ଚର ଧାତୁ+କର୍ତ୍ତୃ. ଅ) — ବାଣୁଆ — Wild