ଅରଣ୍ୟଗାନ Araṇyagāna

  • ସଂ. ବି. (ମଧ୍ୟପଦଲୋପୀ; ଅରଣ୍ୟରେ ଗେୟଗାନ) — ସାମବେଦର ଅନ୍ତର୍ଗତ ଗାନବିଶେଷ, ଯାହା ଅରଣ୍ୟରେ ଗୀତ ହୁଏ — Title of a song of the Sāma Veda which is sung in the forest