ଅରଖିତିଆ Arakhitiā

  • ଗ୍ରା. ବିଣ. ପୁଂ. (ସଂ. ଅରକ୍ଷିତ) — ଗାଳିରେ ବ୍ୟବହୃତ ଅରକ୍ଷିତ (ଦେଖ) — 1. Arakshita (See)
  • ଗ୍ରା. ବିଣ. ପୁଂ. (ସଂ. ଅରକ୍ଷିତ) — ଅତି ଦୀନ ବ୍ୟକ୍ତିର ସୁଲଭ (କର୍ମ) — (act) Becoming or befitting a very poor person