ଅଯୋନିଜନ୍ମା Aj̄onijanmā
- ସଂ. ବିଣ. ପୁଂ ଓ ସ୍ତ୍ରୀ—(ବହୁବ୍ରୀହି; ଅ=ନାହିଁ+ ଯୋନିରୁ ଜନ୍ମ ଯାହାର; ଅ+ଯୋନି+ଜନ୍ମନ୍ 1 ମା. 1 ବ.) — ଯେ ମାତୃ ଗର୍ଭରୁ ମାତୃ ଯୋନି ବାଟେ ଜନ୍ମି ନାହିଁ — Not born of the mother's womb in the ordinary way
- ସଂ. ବିଣ. ପୁଂ ଓ ସ୍ତ୍ରୀ—(ବହୁବ୍ରୀହି; ଅ=ନାହିଁ+ ଯୋନିରୁ ଜନ୍ମ ଯାହାର; ଅ+ଯୋନି+ଜନ୍ମନ୍ 1 ମା. 1 ବ.) — ଅଯୋନିଜ (ଦେଖ) — Aj̄onija (See)