ଅଯୋଧ୍ୟା Aj̄odhyā
- ସଂ. ବିଣ. ସ୍ତ୍ରୀ (ଅଯୋଧ୍ୟ+ଆ) ଅଯୋଧ୍ୟର ସ୍ତ୍ରୀଲିଙ୍ଗ — Feminine of Aj̄odhya
- ସଂ. ବି — ସୂର୍ଯ୍ୟବଂଶୀୟ ରାଜାମାନଙ୍କ ରାଜଧାନୀ — The ancient capital of the solar line of kings of India
- ସଂ. ବି — ଉତ୍ତର ଭାରତର ତନ୍ମାମ ନଗର ଓ ପ୍ରଦେଶ — The town and province of Oudh in N. India
- ସଂ. ବି — [ଦ୍ର—ପ୍ରାଚୀନ ଅଯୋଧ୍ୟା ନଗରୀବିଶେଷ ସମୃଦ୍ଧିଶାଳିନୀ ଥିଲା। ଏହା ସରଯୁନଦୀ କୂଳରେ ଅବସ୍ଥିତ। ଏହାକୁ ବୈବସ୍ୱତ ମନୁ ବସାଇଥିଲେ। ଏହା ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଓ ରାଜଧାନୀ। ପୁରାଣ- ଅନୁସାରେ ଏହା ହିନ୍ଦୁମାନଙ୍କ ସପ୍ତପୁରୀ ମଧ୍ୟରୁ ଏକ। ଇଂରାଜମାନେ— ଏ ଦେଶକୁ ଆସିବା ପୂର୍ବରୁ ଏହା ଜଣେ ନବାବଙ୍କଦ୍ୱାରା ପରିଚାଳିତ ହେଉଥିଲା, କିନ୍ତୁ ପରେ ଖାସ୍ ସରକାରଙ୍କ ରାଜ୍ୟଭୁକ୍ତ ହେଲ।]