ଅଯଥାର୍ଥ Aj̄athārtha

  • ସଂ. ବିଣ. (ଅ+ଯଥାର୍ଥ) — ମିଥ୍ୟା; ଅସତ୍ୟ
  • ସଂ. ବିଣ. (ଅ+ଯଥାର୍ଥ) — ଅପ୍ରକୃତ; ଅବାସ୍ତବ — Not real; unreal
  • ସଂ. ବିଣ. (ଅ+ଯଥାର୍ଥ) — ଅନୁଚିତ — Improper
  • ସଂ. ବିଣ. (ଅ+ଯଥାର୍ଥ) — ଅଯୋଗ୍ୟ — Unfitting