ଅଯଥା Aj̄athā

  • ସଂ. ବିଣ. (ଅ+ଯଥା) — ଅଯୌକ୍ତିକ
  • ସଂ. ବିଣ. (ଅ+ଯଥା) — ଅନୁପଯୁକ୍ତ — Unfit
  • ସଂ. ବିଣ. (ଅ+ଯଥା) — ଅନୁଚିତ — Improper
  • ସଂ. ବିଣ. (ଅ+ଯଥା) — ଅନୁପଯୋଗୀ — Unsuitable
  • ସଂ. ବିଣ. (ଅ+ଯଥା) — ଅପ୍ରାମାଣିକ — Unauthoritative
  • ସଂ. ବିଣ. (ଅ+ଯଥା) — ମିଥ୍ୟା; ଅସତ୍ୟ — Untrue
  • ସଂ. ବିଣ. (ଅ+ଯଥା) — ଅସଙ୍ଗତ; ଅମେଳ — Inconsistent
  • ସଂ. ବିଣ. (ଅ+ଯଥା) — ଅନ୍ୟାୟ — Unjust
  • ସଂ. ବିଣ. (ଅ+ଯଥା) — ଅତ୍ୟଧିକ; ବେଜାୟ
  • ଦେ. ବିଣର ବିଣ. ଓ କ୍ରି. ବିଣ — ଅତ୍ୟଧିକରୂପେ
  • ଦେ. ବିଣର ବିଣ. ଓ କ୍ରି. ବିଣ — ଅନ୍ୟାୟରୂପେ — Unjustly
  • ଦେ. ବିଣର ବିଣ. ଓ କ୍ରି. ବିଣ — ଅନୁପଯୁକ୍ତରୂପେ — Unfitly