ଅମ୍ଳପଞ୍ଚକ Amḻpan̄chaka

  • ସଂ. ବି ( 6 ଷ୍ଠୀ ତତ୍; ଅମ୍ଳ+ପଞ୍ଚକ) — ପାଞ୍ଚପ୍ରକାରର ଖଟା ଫଳ (ଯଥା— ଜମ୍ବୀର, ଲେମ୍ବୁ, ଖଟାଡାଳିମ୍ବ, ତେନ୍ତୁଳି, ନାରଙ୍ଗ ଓ ଅମ୍ଳବେତସ) — Five kinds of sour fruits