ଅମ୍ଭୋରୁହ Ambhoruha

  • ସଂ. ବି. (ଅମ୍ଭଃ+ରୁହ ଧାତୁ=ଜନ୍ମିବା, ମାଡିବା+କର୍ତ୍ତୃ.ଅ) — ପଦ୍ମ — Lotus;
  • ସଂ. ବି. (ଅମ୍ଭଃ+ରୁହ ଧାତୁ=ଜନ୍ମିବା, ମାଡିବା+କର୍ତ୍ତୃ.ଅ) — ସାରସ — Crane