ଅମ୍ଭୋଜିନୀ Ambhojinī
- ସଂ. ବି. ସ୍ତ୍ରୀ. (ଅମ୍ଭୋଜ+ଇନ୍+ସ୍ତ୍ରୀ. ଈ) — ପଦ୍ମିନୀ — Lotus
- ସଂ. ବି. ସ୍ତ୍ରୀ. (ଅମ୍ଭୋଜ+ଇନ୍+ସ୍ତ୍ରୀ. ଈ) — ପଦ୍ମ ଲତା — Lotus plant
- ସଂ. ବି. ସ୍ତ୍ରୀ. (ଅମ୍ଭୋଜ+ଇନ୍+ସ୍ତ୍ରୀ. ଈ) — ପଦ୍ମସମୂହ — A collection of lotuses
- ସଂ. ବି. ସ୍ତ୍ରୀ. (ଅମ୍ଭୋଜ+ଇନ୍+ସ୍ତ୍ରୀ. ଈ) — ବହୁତ ପଦ୍ମ ଜନ୍ମିବା ସ୍ଥାନ — A place growing numerous lotus flowers