ଅମ୍ବୂକୃତ Ambūkṛuta

  • ସଂ. ବିଣ. (ଅମ୍ବୁ+ଅଭୂତଦ୍ଭାବେ. ଚ୍ୱୀ+କୃ ଧାତୁ+ କର୍ମ. ତ) — ଛେପ ମିଶା (କଥା); ନିଷ୍ଠୀବନ- ଯୁକ୍ତ (ବାକ୍ୟ) — (words) Mixed with the saliva of the mouth of the speaker