ଅମ୍ବୁଶାୟୀ Ambuṡāyī

  • ସଂ. ବି. ପୁଂ. (ଅମ୍ବୁ+ଶୀ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ. ଯେ ପ୍ରଳୟପୟୋଧିଜଳ ଉପରେ ଶୟନ କରନ୍ତି) — ଜଳଶାୟୀ, ବିଷ୍ଣୁ — An epithet of Bishṇu