ଅମ୍ବୁରାଶି Amburāsi

  • ସଂ. ବି. ( 6 ଷ୍ଠୀ ତତ୍; ଅମ୍ବୁ+ରାଶି) — ଜଳସମୂହ; ପ୍ରକାଣ୍ଡ ବିସ୍ତୃତ ଜଳ — A vast expanse of water
  • ସଂ. ବି. ( 6 ଷ୍ଠୀ ତତ୍; ଅମ୍ବୁ+ରାଶି) — ସମୁଦ୍ର — The sea