ଅମ୍ବୁଭୃତ୍ Ambubhṛut

  • ସଂ. ବି. (ଅମ୍ବୁ+ଭୃ ଧାତୁ=ଧାରଣ କରିବା+କର୍ତ୍ତୃ.କ୍ୱିପ୍) — ମେଘ — Cloud
  • ସଂ. ବି. (ଅମ୍ବୁ+ଭୃ ଧାତୁ=ଧାରଣ କରିବା+କର୍ତ୍ତୃ.କ୍ୱିପ୍) — ସମୁଦ୍ର — The ocean
  • ସଂ. ବି. (ଅମ୍ବୁ+ଭୃ ଧାତୁ=ଧାରଣ କରିବା+କର୍ତ୍ତୃ.କ୍ୱିପ୍) — ମୁଥା — Bulbours root of Dūba grass