ଅମ୍ବୁବେତସ Ambubetasa

  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅମ୍ବୁକୂଳରେ ଜାତ ବେତସ) — ଜଳବେତ; ପାଣିବେତ; ଏକପ୍ରକାର ବେତ — A kind of ratan growing near water
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅମ୍ବୁକୂଳରେ ଜାତ ବେତସ) — [ଦ୍ର—ଏ ବେତ ସାଧାରଣ ବେତ ଠାରୁ ପତଳା ଓ ଦୃଢ ହୁଏ। ଏହା ବଙ୍ଗ, ଓଡିଶା, କର୍ଣାଟକ, ଚଟଗ୍ରାମ, ବ୍ରହ୍ମଦେଶ ଆଦିରେ ପାଣିକୂଳରେ ଜନ୍ମେ।]