ଅମ୍ବୁବାହୀ Ambubāhī

  • ସଂ. ବିଣ. ପୁଂ. (ଅମ୍ବୁ+ବହ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — ଜଳବହନକାରୀ; ପାଣିବୁହାଳୀ — Carrying water