ଅମ୍ବୁବାହିନୀ Ambubāhinī

  • ସଂ. ବି. (ଅମ୍ବୁ+ବହ ଧାତୁ+ଣିଚ=ବାହି ଧାତୁ+କରଣ. ଅନ+ସ୍ତ୍ରୀ. ଈ) — ଅମ୍ବୁବାହନୀ (ଦେଖ) — Ambubāhanī (See)
  • ସଂ. ବିଣ. ପୁଂ. (ଅମ୍ବୁବାହିନ୍+ସ୍ତ୍ରୀ. ଈ) — ଅମ୍ବୁବାହୀର ସ୍ତ୍ରୀଲିଙ୍ଗ — Feminine of Ambubāhī