ଅମ୍ବୁକଣା

  • ସଂ. ବି. (6ଷ୍ଠୀ ତତ୍; ଅମ୍ବୁ+କଣା) — ଜଳବିନ୍ଦୁ; ଶୀକର — Drop or Particle of Water
  • ସଂ. ବି. (6ଷ୍ଠୀ ତତ୍; ଅମ୍ବୁ+କଣା) — ବର୍ଷାର ଜଳବିନ୍ଦୁ — Rain-drop