ଅମୋହମଣି Amohamaṇi
- ସଂ. ବି. (ମଧ୍ୟପଦଲୋପୀ; ଅମୋହ ଜନ୍ମାଇବା ମଣି) ମଣିବିଶେଷ (ଏ ମଣି ଧାରଣ କରିବା ବ୍ୟକ୍ତିର ମୋହ ବା ଭ୍ରାନ୍ତି ଜନ୍ମେ ନାହିଁ ବୋଲି କଥିତ ଅଛି) — A kind of wonderful gem said to make the wearer free from committing errors
- ସଂ. ବି. ବିସ୍ରବାଇ ଅମୋହ ମଣି କରି ତୋଷ। ଭଞ୍ଜ. ବୈଦେହୀଶବିଳାସ।