ଅମୃତ Amṛuta
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — (ପୁରାଣୋକ୍ତ) ସୁଧା; ପୀୟୂଷ; ଯେଉଁ ବସ୍ତୁକୁ ପାନ କରିବା ପ୍ରାଣୀର ମୃତ୍ୟୁ ନାହିଁ — The mythological nectar; Ambrosia
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — [ଦ୍ର—ଦେବାସୁର ମାନେ ସମୁଦ୍ରମନ୍ଥନ କଲାବେଳେ ଏହା ସମୁଦ୍ରଗର୍ଭରୁ ବାହାରିଥିଲା ଓ କୌଶଳପୂର୍ବକ ଦେବତାମାନେ ଏହା ପାନକରି ଅମର ହେଲେ।]
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — (ଅମୃତ ପାନ କରି ଅମର ହୋଇ ଥିବାରୁ) ଦେବତାଗଣ — The Deities; the gods
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — (ସମୁଦ୍ରମନ୍ଥନବେଳେ ହାତରେ ଅମୃତଭାଣ୍ଡ ଧରି ସମୁଦ୍ର ଗର୍ଭରୁ ଉଠିଥିବାରୁ)—ଧନ୍ୱନ୍ତରୀ — The physician of the gods
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — ଜଳ — Water
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — ଦୁଗ୍ଧ; କ୍ଷୀର — Milk
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — ଘୃତ; ଘିଅ — Ghee
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — ନବନୀତ; ନହୁଣି — Butter
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — ତକ୍ର — Whey
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — ଅନ୍ନ — Food
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — ଔଷଧ — Medicine
- ସଂ. ବି. (ବହୁବ୍ରୀହି; ଅ=ନାହିଁ+ମୃତ=ମରଣ ଯହିଁରୁ; ଯାହା ପାନ କଲେ ପ୍ରାଣୀ ମରେ ନାହିଁ; ତୁଳ—ଗ୍ରୀକ୍ ଆମ୍ବ୍ରେଟସ୍; ଇଂ. ଆମ୍ବ୍ରୋସିଆ) — ହରିଡ଼ା — Myrabolan