ଅମୃତହସ୍ତା Amṛutahastā
- ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଅମୃତହସ୍ତ; ଯାହା ହସ୍ତରେ ଅମୃତ ଅଛି ବୋଲି କଳ୍ପନା କରାଯାଏ) — ସିଦ୍ଧହସ୍ତ; ଯଶସ୍ୱୀ (ବିଶେଷତଃ ବୈଦ୍ୟମାନଙ୍କର ବିଶେଷଣ ରୂପେ ବ୍ୟବହୃତ ହୁଏ) — (A physician) Whose treatment is reputed to end in cure
- ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଅମୃତହସ୍ତ; ଯାହା ହସ୍ତରେ ଅମୃତ ଅଛି ବୋଲି କଳ୍ପନା କରାଯାଏ) — ଯେଉଁ ବ୍ୟକ୍ତିର ହାତର ରୁଷାଇ ବା ପରଶା ସୁଆଦିଆ ଲାଗେ ବୋଲି ଲୋକେ ବିଶ୍ୱାସ କରନ୍ତି — (a person) Whose cooking or serving of food is believed to be very tasteful
- ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଅମୃତହସ୍ତ; ଯାହା ହସ୍ତରେ ଅମୃତ ଅଛି ବୋଲି କଳ୍ପନା କରାଯାଏ) — ଅମୃତହସ୍ତା ଲୋକେ ପରଶୁ ଥିଲେ ଜାଣ ଭୁଞ୍ଜିଲେ ସନ୍ତୋଷ ହେବେ ସସ୍ରେ ଲୋକ ପୁଣ। ପୀତାମ୍ବର. ନୃସିଂହପୁରାଣ।
- ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଅମୃତହସ୍ତ; ଯାହା ହସ୍ତରେ ଅମୃତ ଅଛି ବୋଲି କଳ୍ପନା କରାଯାଏ) — ଯେଉଁ ଲୋକ କୌଣସି କାର୍ଯ୍ୟରେ ହାତ ଲଗାଇଲେ ସେ କାର୍ଯ୍ୟ ସଫଳ ହେବ ବୋଲି ଲୋକେ ବିଶ୍ୱାସ କରନ୍ତି — (a person) Who has the reputation of succeeding in any undertaking to which he puts his hand