ଅମୃତରସାବଳି Amṛutarasābaḻi
- ସଂ. ବି — ଅମୃତ ବା ସୁମଧୁର ରସସମୂହ — A collection of very sweet juices
- ଦେ. ବି — ଏକ ପ୍ରକାର ମିଷ୍ଟାନ୍ନ — A kind of sweetmeat
- ଦେ. ବି — [ଦ୍ର—କେନ୍ଦ୍ରାପଡା ବଳଦେବ ଜୀଉଙ୍କଠାରେ ଭୋଗ ଲାଗିବା ଅମୃତରସାବଳି ଉତ୍କଳପ୍ରସିଦ୍ଧ ଓ ସେଠା ଦେଖାଦେଖି ସତ୍ୟବାଦୀ, ଆଠଗଡ଼ ଆଦି ଅନେକ ସ୍ଥାନରେ ଏ ଭୋଗ ପ୍ରସ୍ତୁତ ହେଉଅଛି। ଦୁଧଛେନାରେ ମିଠା ମିଶାଯାଇ ଏହା ବଳାଯାଇ ଘିଅରେ ଛଣା ହେଲା ପରେ ଦୁଧରେ ବତୁରା ଯାଏ।]