ଅମୃତମୁଣୋହିଁ Amṛutamuṇohiñ
- ଦେ. ବି. (ସଂ. ଅମୃତ+ଓ.ମୁଣୋହିଁ=ଦେବତା ଓ ରାଜାଙ୍କ ଭୋଜନ) — ଦେବଦେବୀଙ୍କ ଭୋଗ — Food offered to a Deity
- ଦେ. ବି. (ସଂ. ଅମୃତ+ଓ.ମୁଣୋହିଁ=ଦେବତା ଓ ରାଜାଙ୍କ ଭୋଜନ) — ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଭୋଗ — Food offered to the Deity Jagannātha at Purī
- ଦେ. ବି. (ସଂ. ଅମୃତ+ଓ.ମୁଣୋହିଁ=ଦେବତା ଓ ରାଜାଙ୍କ ଭୋଜନ) — ଅମୃତମୁଣୋହିଁ ରାନ୍ଧନ୍ତି, ପରଶେ ଭୀଷ୍ମକଦୁହିତୀ। ଯଶୋବନ୍ତ. ପ୍ରେମଭକ୍ତିଗୀତା।
- ଦେ. ବି. (ସଂ. ଅମୃତ+ଓ.ମୁଣୋହିଁ=ଦେବତା ଓ ରାଜାଙ୍କ ଭୋଜନ) — ପୁରୀ ଜଗନ୍ନାଥଙ୍କ ଭୋଗ ପାଇଁ ଉତ୍ସୃଷ୍ଟ ବା ଖଞ୍ଜାସମ୍ପତ୍ତି — Endowment for the worship of the Deity Jagannātha at Purī property bequeathed for offering food to the Deity Jagannātha at Purī out of its income