ଅମୃତଭାଷୀ Amṛutabhāshī

  • ସଂ. ବିଣ. (ଅମୃତ+ଭାଷ ଧାତୁ+କର୍ତ୍ତୃ. ଇନ. 1 ମା. 1 ବ) — ଯେ ସୁମଧୁର କଥା କହେ — Fair-spoken
  • ସଂ. ବିଣ. (ଅମୃତ+ଭାଷ ଧାତୁ+କର୍ତ୍ତୃ. ଇନ. 1 ମା. 1 ବ) — ଯାହାର ସ୍ୱର ମଧୁର — Sweet-toned