ଅମୃତବାର Amṛutabāra

  • ସଂ. ବି. (କର୍ମଧା; ଅମୃତ+ବାର) — ଶୁଭବାର; ସପ୍ତାହର ଯେଉଁ ବାର ଶୁଭ — An auspicious week-day
  • ସଂ. ବି. (କର୍ମଧା; ଅମୃତ+ବାର) — ଅମୃତବାର ହେବ ଯେ ବୁଧବାର ବୋଲି। ସାରଳାମହାଭାରତ. ବିରାଟ।