ଅମୃତପାଣୀକଦଳୀ Amṛutapāṇikadaḻī
- ଦେ. ବି. (ଇଉରୋପ ଗ୍ରୀକ୍ଦେଶର ଦକ୍ଷିଣସ୍ଥ ଅନ୍ତରୀପ- ମାର୍ଟାବାନ୍ ନାମକ ସ୍ଥାନରୁ ଏ ଜାତିର କଦଳୀ ପ୍ରଥମେ ଏ ଦେଶକୁ ଆସିଥିବାରୁ ସମ୍ଭବତଃ ଏ ନାମ; ତୁଳ ସଂ. ଅମୃତବାନ୍) — ଏକପ୍ରକାର ପାଚିଲାକଦଳୀ — A kind of plantain which is edible when ripe
- ଦେ. ବି. (ଇଉରୋପ ଗ୍ରୀକ୍ଦେଶର ଦକ୍ଷିଣସ୍ଥ ଅନ୍ତରୀପ- ମାର୍ଟାବାନ୍ ନାମକ ସ୍ଥାନରୁ ଏ ଜାତିର କଦଳୀ ପ୍ରଥମେ ଏ ଦେଶକୁ ଆସିଥିବାରୁ ସମ୍ଭବତଃ ଏ ନାମ; ତୁଳ ସଂ. ଅମୃତବାନ୍) — [ଦ୍ର—ପାଚିଗଲେ ଏ କଦଳୀ ଏପରି ନରମ ହୁଏ ଯେ ଏହାକୁ ପାଟିରେ ପକାଇ ଦେଲା ମାତ୍ରେ ଏହା ମିଳାଇ ଯାଏ।]