ଅମୃତଧାରୀ Amṛutadhārī

  • ସଂ. ବିଣ, ପୁଂ. (ଅମୃତ+ଧୃ ଧାତୁ+କର୍ତ୍ତୃ. ଇନ୍. 1 ମା. 1 ବ.) — ଯେ ଅମୃତ ଧରିଥାଏ — Holding nectar
  • ସଂ. ବି — ମେଘ — Cloud
  • ସଂ. ବି — ଚନ୍ଦ୍ର — Moon
  • ସଂ. ବି — ବୈଦେହୀ ଅମୃତଧାରୀ ଚାତକ ଚକୋର ପରି ବିରହଜ୍ୱରରେ ଘାରି ସେହି ବିଧାନ— ଭଞ୍ଜ. ବୈଦେହୀଶବିଳାସ।