ଅମୃତଦୃଷ୍ଟି Amṛutadṛushṭi

  • ସଂ. ବି. (ମଧ୍ୟପଦଲୋପୀ; ଅମୃତମୟ ଦୃଷ୍ଟି) — ସୁଦୃଷ୍ଟି; ଅନୁଗ୍ରହପୂର୍ଣ୍ଣ ଦୃଷ୍ଟି — Favourable look
  • ସଂ. ବି. (ମଧ୍ୟପଦଲୋପୀ; ଅମୃତମୟ ଦୃଷ୍ଟି) — ବସି ଅମୃତଦୃଷ୍ଟିରେ ଚାହିଁଲେ ଅନାଦି ପଞ୍ଚଦଶ ବ୍ରହ୍ମା ଜଳରୁ ହୋଇଲେ ସିଦ୍ଧି—ସାରଳା ମହାଭାରତ, ଆଦି।