ଅମୃତଘଷା Amṛutaghashā

  • ଦେ. ବି. (ସଂ. ଅମୃତ=ପ୍ରାଚୀନ ବାଦ୍ୟ ଯନ୍ତ୍ରବିଶେଷ+ ଘର୍ଷଣ) — ବାଦ୍ୟଯନ୍ତ୍ରବିଶେଷ — A kind of musical instrument
  • ଦେ. ବି. (ସଂ. ଅମୃତ=ପ୍ରାଚୀନ ବାଦ୍ୟ ଯନ୍ତ୍ରବିଶେଷ+ ଘର୍ଷଣ) — ମୁଦି ଲଗାଇଛି ତିନି ପ୍ରପଦରେ, ଧରିଛି ଅମୃତଘଷା ଧନ ବେନିକରେ—ଭଞ୍ଜ ଲାବଣ୍ୟବତୀ।