ଅମୁକଢମୁକ Amukaḍhamuka

  • ଦେ. ସର୍ବନାମ (ସଂ. ଅମୁକ+ 2 ୟ ଶବ୍ଦ ଅନର୍ଥକ ସହଚର; ବହୁବଚନ) — ସେ ଏବଂ ସେ — That and that
  • ଦେ. ସର୍ବନାମ (ସଂ. ଅମୁକ+ 2 ୟ ଶବ୍ଦ ଅନର୍ଥକ ସହଚର; ବହୁବଚନ) — ଅମୁକ ଓ ଅମୁକ ଲୋକ ବା ବସ୍ତୁଗଣ — Such and such persons or things