ଅମିଶ୍ରଗୁଣନ Amiṡraguṇana
- ସଂ. ବି ( 6 ଷ୍ଠୀ ତତ୍; ଅମିଶ୍ର+ଗୁଣନ) — (ଗଣିତ) ଏକ ଅମିଶ୍ର ରାଶି ସଙ୍ଗେ ଅନ୍ୟ ଅମିଶ୍ର ରାଶିର ଗୁଣନ — (Arithmetic) Simple multiplication
- ସଂ. ବି ( 6 ଷ୍ଠୀ ତତ୍; ଅମିଶ୍ର+ଗୁଣନ) — [ଦ୍ର—ଏହିପରି ଗଣିତଶାସ୍ତ୍ରରେ ଅମିଶ୍ର ଯୋଗ ବା ସଂକଳନ, ଅମିଶ୍ର ବିଯୋଗ ବା ବ୍ୟକଳନ, ଅମିଶ୍ର ହରଣ ଶବ୍ଦମାନ ବ୍ୟବହୃତ ହୁଏ।]