ଅମିଶାଣ Amiṡāṇa
- ଦେ. ବିଣ. (ସଂ. ଅ+ମିଶ୍ରଣ) — ଯେଉଁ ରାଶିସବୁର ମିଶାଣ ବା ଯୋଗକ୍ରିୟା କରାଯାଇ ନାହିଁ — Not added together
- ଦେ. ବିଣ. (ସଂ. ଅ+ମିଶ୍ରଣ) — ଯେଉଁ ଲୋକ ଅନ୍ୟ ଲୋକଙ୍କ ସଙ୍ଗେ ମିଳାମିଶା କରିବାକୁ ସୁଖ ପାଏ ନାହିଁ; ଏକୁଟିଆବାର୍ହା; ଅମିଶୁଆ — (a person) Who does not like to mix with others on equal terms in society; unsociable