ଅମିର୍ମିଜାଜୀ Amirmijājī

  • ବୈଦେ ବିଣ. (ଆ. ଅମୀର ମେଜାଜୀ) — ଯାହାର ମନ ଅମିରଙ୍କ ମନ ପରି ଉଦାର — Liberal-minded
  • ବୈଦେ ବିଣ. (ଆ. ଅମୀର ମେଜାଜୀ) — ବଡଲୋକଙ୍କ ପରି ଯେ ଧନ ବ୍ୟୟ ପ୍ରତି ଖାତିର କରେ ନାହିଁ — Not careful in money-matters like a rich man