ଅମିର୍ଉମ୍ରା Amirumrā

  • ବୈଦେ. ବି. ସହଚର. (ଆ=ଅମୀର୍+ଉମରାଓ; ବହୁ- ବଚନ) — ରାଜ୍ୟର ବା ଦେଶର ଧନୀ ଓ ସମ୍ଭ୍ରାନ୍ତ ବ୍ୟକ୍ତିଗଣ — The gentry and nobility of a country