ଅମିରମିଜାଜ୍ Amirmijāj
- ବୈଦେ. ବି. (ଆ. ଅମୀର୍+ମେଜାଜ୍) — ବଡ଼ଲୋକଙ୍କ ପରି ବେଖାତିରିଆ ମନ ବା ପ୍ରକୃତି — Careless disposition like that of a rich man
- ବୈଦେ. ବି. (ଆ. ଅମୀର୍+ମେଜାଜ୍) — ଉଦାର ପ୍ରକୃତି — Liberal mind
- ବୈଦେ. ବି. (ଆ. ଅମୀର୍+ମେଜାଜ୍) — ଦାନଶୀଳ ପ୍ରକୃତି — Generous disposition