ଅମିତ୍ରାକ୍ଷରଛନ୍ଦ Amitrāksharachhanda

  • ସଂ. ବି. — ମିତ୍ରାକ୍ଷରବିରହିତ ପଦ୍ୟ; ଯେଉଁ ପଦ୍ୟର ପ୍ରଥମ ଧାଡିର ଶେଷ ଅକ୍ଷର ସଙ୍ଗେ ପରବର୍ତ୍ତୀ ଧାଡିର ଶେଷ ମିଳେ ନାହିଁ — Blank verse
  • ସଂ. ବି. — ପଙ୍କଜବାସିନି ଦେବି ଉତ୍କଳଭାରତି, ସାରଳେ କି କଲେ, କହ; କୁରୁଚୂଡାମଣି—ରାଧାନାଥ. ମହାଯାତ୍ରା।
  • ସଂ. ବି. — [ଦ୍ର—ଉତ୍କଳରେ ପ୍ରଥମେ ରାଯ ବାହାଦୂର ରାମଶଙ୍କର ରାୟ ଅମିତ୍ରାକ୍ଷରଛନ୍ଦ ରଚନା କରନ୍ତି ଓ ପରେ କବିବର ରାଧାନାଥ ଅମିତ୍ରାକ୍ଷରଛନ୍ଦ ବ୍ୟବହାର କରି ଅନେକ କବିତା ଲେଖିଅଛନ୍ତି।]