ଅମିତୌଜାଃ Amita̲u̲jāḥ

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅମିତ=ଅସୀମ+ ଓଜସ୍=ବଳ; 1 ମା. 1 ବ.) — ଯାହାର ଅସୀମ ବଳ ଅଛି — Of immense strength